Chief Minister Shri Naveen Patnaik
ଜୀବନ ବିନ୍ଦୁ      

୨୦୧୫ ମସିହା ମାର୍ଚ୍ଚ ମାସ 5ତାରିଖ ବିଜୁ ପଟ୍ଟନାୟକଙ୍କ ୯୯ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଆରମ୍ଭ ହୋଇଥିଲା। ରାଜ୍ୟରେ ଯେପରି କୌଣସି ବ୍ୟକ୍ତି ରକ୍ତାଭାବରୁ ମୃତ୍ୟୁବରଣ ନକରନ୍ତି ତାହା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।” 

  • ରକ୍ତ ସଂରକ୍ଷଣ ପାଇଁ ନିୟମିତ ବ୍ୟବଧାନରେ ରକ୍ତଦାନ ଶିବିର ଆୟୋଜନ କରାଯାଉଛି।
  • ସମସ୍ତ ଗୁରୁତର, ଦୁର୍ଘଟଣା ପୀଡିତ ରୋଗୀଙ୍କୁ ଅବଶ୍ୟକ ସମୟରେ ରକ୍ତ ଉପଲବ୍ଧତାକୁ ସୁନିଶ୍ଚିତ କରିବା ଦିଗରେ ଓଡ଼ିଶା-ମୋ ପରିବାର କାର୍ଯ୍ୟ କରେ |
  • ଗ୍ରୀଷ୍ମ ଋତୁରେ ରକ୍ତର ଆବଶ୍ୟକତା ବେଶି ଥିବାରୁ ଅଧିକ ରକ୍ତଦାନ ଶିବିର ଆୟୋଜନ କରାଯିବ।
  • ଆଦିବାସୀ ଅଞ୍ଚଳରେ ରକ୍ତ ଦାନ ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି।
Mobilize your Site
View Site in Mobile | Classic
Share by: