Chief Minister Shri Naveen Patnaik
ସାଢେ ଚାରିକୋଟି ଓଡିଶାବାସୀ ଗୋଟିଏ ପରିବାର 

ସାଢେ ଚାରି କୋଟି ଓଡ଼ିଶାବାସୀ ହେଉଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପରିବାର। ସେମାନଙ୍କୁ ନିସ୍ବାର୍ଥପର ଭାବେ ଭଲପାଇବା ଏବଂ ଉତ୍ତମ ସେବା ଯୋଗାଇବା ଲକ୍ଷ୍ୟରେ ଓଡ଼ିଶା ମୋ ପରିବାର କାର୍ଯ୍ୟ କରୁଛି । ସାରା ରାଜ୍ୟରେ ଜନସାଧାରଣଙ୍କୁ ସେବା ଯୋଗାଇଦେବା ଏହାର ମୂଳ ଲକ୍ଷ୍ୟ। ଯେଉଁଥିପାଇଁ ଓଡ଼ିଶା ମୋ ପରିବାରର ସ୍ବେଚ୍ଛାସେବୀମାନେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଛନ୍ତି । ଖାଲି ଓଡ଼ିଶା ନୁହେଁ, ଓଡ଼ିଶା ବାହାରେ ବି ରହୁଥିବା ଓଡ଼ିଆମାନଙ୍କୁ ଓଡ଼ିଶା-ମୋ ପରିବାର ସେବା ଯୋଗାଉଛି ।

ଆମର ସିଇଓ ମନସ୍ଵିନୀ ଦାଶ ଙ୍କ ସହିତ ଏହି ନମ୍ବର ରେ ଯୋଗାଯୋଗ କରନ୍ତୁ। (+୯୧-୮୯୧୭୪୦୦୭୦୦, +୯୧-୯୩୩୭୪୨୩୮୯୪)

Mobilize your Site
View Site in Mobile | Classic
Share by: