ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କନ୍ଧମାଳରେ ପ୍ରତିଷ୍ଠା ହେବ ୨୫୦ କୋଟି ଟଙ୍କାର ପ୍ରକଳ୍ପ

ଉପରେ ପ୍ରକାଶିତ :     10-Feb-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଦିବାସୀ ଅଧ୍ୟୁଷିତ କନ୍ଧମାଳକୁ ଦିନିକିଆ ଗସ୍ତରେ ଯାଇ ୨୫୦ କୋଟି ଟଙ୍କାର ଜନମଙ୍ଗଳ ପ୍ରକଳ୍ପ ଗୁଡିକର ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି। ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ୫୭ କୋଟି ଟଙ୍କାର ନବ ନିର୍ମିତ ୧୯ ଟି ପ୍ରକଳ୍ପର ଉଦଘାଟନ କରିଥିବା ବେଳେ ୪୭ ଟି ପ୍ରକଳ୍ପର ଭତିପ୍ରସ୍ତର ସ୍ଥାପନ କରିଛନ୍ତି।

Other Announcements

Mobilize your Site
View Site in Mobile | Classic
Share by: