ସ୍ଵତନ୍ତ୍ର ମିଶନ୍ ଶକ୍ତି ବିଭାଗ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଉପରେ ପ୍ରକାଶିତ :     08-Mar-2020  

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସ୍ଵୟଂସହାୟକ ଗୋଷ୍ଠି ଗୁଡିକ ପାଇଁ ସ୍ଵତନ୍ତ୍ର ମିଶନ୍ ଶକ୍ତି ବିଭାଗକୁ ପୃଥକ ବିଭାଗ ଘୋଷଣା କରିଛନ୍ତି। ଏଭଳି କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ ହେବ।

Other Announcements

Mobilize your Site
View Site in Mobile | Classic
Share by: