ମହାନଦୀ ମିଶନରେ ଆଉ ୪ ନଦୀକୁ ସାମିଲ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ନଦୀ ଗୁଡିକ ହେଉଛି ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା, ବଂଶଧାରା।