ସଂଖ୍ୟାଲଘୁ ଧର୍ମାନୁଷ୍ଠାନମାନଙ୍କ ବିକାଶ ପାଇଁ ୧୬ କୋଟି ଟଙ୍କା ମଞ୍ଜୁର

ଉପରେ ପ୍ରକାଶିତ :     12-Feb-2020  

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସଂଖ୍ୟାଲଘୁ ଧର୍ମାନୁଷ୍ଠାନମାନଙ୍କ ବିକାଶ ପାଇଁ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଯାତ୍ରୀଙ୍କ ପାଇଁ ଧର୍ମାନୁଷ୍ଠାନମାନଙ୍କରେ ବିଭିନ୍ନ ସୁବିଧା ସୁଯୋଗର ବିକାଶ ସହ ଗୋଷ୍ଠୀ କେନ୍ଦ୍ର ନିର୍ମାଣ କରାଯିବ।

Other Announcements

Mobilize your Site
View Site in Mobile | Classic
Share by: