ଏକାମ୍ର ଯୋଜନାର ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜ ଘୋଷଣା

ଉପରେ ପ୍ରକାଶିତ :     27-Jan-2020  

ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ଯୋଜନାର ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜକୁ ଅନୁମୋଦନ କରିଛନ୍ତି। ଏଥିରେ ବିସ୍ଥାପିତ ହେବାକୁ ଥିବା ଆବାସିକ ଅଞ୍ଚଳର ବାସିନ୍ଦା, ବାଣିଜ୍ୟିକ ପ୍ରତିଷ୍ଠାନ, ଉଠା ଦୋକାନୀଙ୍କ ସହ ସରକାରୀ ପ୍ରତିଷ୍ଠାନ ଏବଂ ମଠ ଗୁଡିକ ବିଶେଷ ଭାବେ ଉପକୃତ ହେବେ। ଏକାମ୍ର ଯୋଜନା ଅନୁଯାୟୀ ଅଧିଗୃହୀତ ସମସ୍ତ ଜମି ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ନାମରେ ରେକର୍ଡ କରାଯିବ ଏବଂ ଜମି ଦାନ କରିଥିବା ସବୁ ବ୍ୟକ୍ତିଙ୍କ ନାମ ପ୍ରକଳ୍ପ ଅଞ୍ଚଳ ଫଳକରେ ସ୍ଥାନିତ କରାଯିବ।

Other Announcements

Mobilize your Site
View Site in Mobile | Classic
Share by: