ବିଜେଡି ସଂଗଠନ ସଚିବ ନିଯୁକ୍ତ ହେଲେ ପ୍ରଣବ ପ୍ରକାଶ ଦାସ

ଉପରେ ପ୍ରକାଶିତ :     05-Mar-2020  

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ବିଜୁ ଜନତା ଦଳର ସାଂଗଠନିକ ସଚିବ ଭାବରେ ନିଯୁକ୍ତ କରିଛନ୍ତି। ସେ ଦଳର ସାଂଗଠନିକ କାର୍ଯ୍ୟ ଦାୟିତ୍ଵରେ ରହିବେ।

Other Announcements

Mobilize your Site
View Site in Mobile | Classic
Share by: