ଆନନ୍ଦପୁର ବ୍ୟାରେଜର ଲୋକାର୍ପଣ କଲେ ନଵୀନ

ଉପରେ ପ୍ରକାଶିତ :     31-Jan-2020  

ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇବା ନେଇ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିବଦ୍ଧତା ବାସ୍ତବ ରୂପ ନେଉଛି। ଆଜି ଶୁଭାରମ୍ଭ କରିବାକୁ ଯାଉଥିବା 'ଆନନ୍ଦପୁର ବ୍ୟାରେଜ୍' ଏହାର ଅନ୍ୟତମ ନିଦର୍ଶନ। ମୁଖ୍ୟମନ୍ତ୍ରୀ ଆନନ୍ଦପୁର ବ୍ୟାରେଜର ଲୋକାର୍ପଣ କରି କେନ୍ଦୁଝର ଓ ବାଲେଶ୍ଵର ଜିଲ୍ଲାର ୬୦ ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ସୁନିଶ୍ଚିତ କରିଛନ୍ତି।

Other Announcements

Mobilize your Site
View Site in Mobile | Classic
Share by: