ଭର୍ଚୁଆଲ ପୋଲିସ ଷ୍ଟେସନ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଉପରେ ପ୍ରକାଶିତ :     29-Jan-2020  

ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କୁ ଆହୁରି ଉନ୍ନତ ସେବା ଯୋଗାଇବା ପାଇଁ 5 ଟି ଭିତ୍ତିରେ ପୋଲିସ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଭର୍ଚୁଆଲ ପୋଲିସ ଷ୍ଟେସନର ଉଦଘାଟନ କରିଛନ୍ତି। ଏହାଦ୍ଵାରା ପୋଲିସ ସେବାରେ ଆହୁରି ସ୍ଵଚ୍ଛତା ଆସିବା ସହ ଲୋକଙ୍କୁ ତ୍ଵରିତ ସେବା ମିଳିବ ବୋଲି ସଭାପତି କହିଛନ୍ତି।

Other Announcements

Mobilize your Site
View Site in Mobile | Classic
Share by: